The Ultimate Managed Hosting Platform
ADVERTISEMENT

୧୨ ଘଣ୍ଟିଆ ବାମରା ବନ୍ଦ

Facebook
Twitter
LinkedIn

କୁଚିଣ୍ଡା : ବାମରାକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ । ନାଗରିକ କ୍ରିୟାନୁଷ୍ଠାନ କିମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା । ଗାଡି ଚଳାଚଳ ବନ୍ଦ ସହ ଦୋକାନ ବଜାର ବନ୍ଦ । ଏନଏସି ଘୋଷଣା ଦାବିରେ ସମ୍ବଲପୁର ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାମରା ନାଗରିକ କମିଟି ପକ୍ଷରୁ ବନ୍ଦ ପାଳିତ ହେଉଛି । ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେବା ସହ ଦୋକାନ ବଜାର, ଗାଡି ଚଳାଚଳ ଓ ସ୍କୁଲ କଲେଜ ବନ୍ଦ ରହିଛି । ଟ୍ରେନ୍ ସେବା ଓ ପରୀକ୍ଷାର୍ଥୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନାଗରିକ କମିଟି ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login