ସୋର : ଏନଏସି ମାନ୍ୟତା ଦାବିରେ ୯ ଘଣ୍ଟିଆ ଖଇରା ବନ୍ଦ । ସ୍ୱାଭିମାନ ମଞ୍ଚ ଓ ବିଜେପି ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା । ଦୋକାନ ବଜାର ବନ୍ଦ ସହ ଗାଡି ଚଳାଚଳ ବନ୍ଦ । ସକାଳ ୬ଟାରୁ ଅପରାହଣ ୩ଟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛାଡି ଅନ୍ୟ ସବୁ ବନ୍ଦ କରାଯାଇଛି । ଖଇରାକୁ ଦୀର୍ଘ ଦିନ ହେବ ଏନଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ହେଲେ ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ନୂଆ ଏନଏସି ତାଲିକାରେ ଖଇରାକୁ ବାଦ ଦିଆଯାଇଛି ।
Views: 78











