The Ultimate Managed Hosting Platform
ADVERTISEMENT

ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ କୋହଲି, କହିଲେ…

Facebook
Twitter
LinkedIn

ଅଣ୍ଡର-୧୯ ବିଶ୍ୱକପରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଦଳ ଚାମ୍ପିଅନସିପ୍ ପାଇଁ ଶନିବାର ଇଂଲଣ୍ଡ ସହ ଲଢେଇ କରିବ । ଏହି ବଡ ମୁକାବିଲା ପୂର୍ବରୁ ରନ୍ ମେସିନ୍ ବିରାଟ କୋହଲି ଯୁବ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଭିଡିଓ କଲରେ ସେମାନଙ୍କୁ ବିରାଟ ଟିପ୍ସ ଦେଇଛନ୍ତି ଅଣ୍ଡର-୧୯ ଟିମ୍‌ର କୌଶଳ ତାମ୍ବେ ଓ ରାଜବର୍ଧନ ହାଙ୍ଗରଗେକର ବିରାଟ କୋହଲିଙ୍କ ସହ କଥା ହୋଇଛନ୍ତି । ଯାହାର ଭିଡିଓ ସେମାନେ ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଦାନ କରିଥିଲେ । ରାଜବର୍ଦ୍ଧନ ଲେଖିଥିଲେ ଯେ, ବିରାଟ ଭାଇଙ୍କ ସହ କଥା ହୋଇ ଭଲ ଲାଗୁଛି । ସେ ନିଜ ଜୀବନ ଓ କ୍ରିକେଟ ବାବଦରେ ଅନେକ କିଛି କହିଥିଲେ ସୂଚନାଯୋଗ୍ୟ, ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ ।ସୂଚନାଯୋଗ୍ୟ, ୟଶ ଧୁଲଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ଇଂଲଣ୍ଡକୁ ଭେଟିବ ।ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।। ଦଳ ଏବେ ପଞ୍ଚମଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ।  । ସେ କହିଛନ୍ତି ଯେ, ଫାଇନାଲରେ ବିରାଟଙ୍କ ଟିପ୍ସ ଲାଭ ଦେବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login