The Ultimate Managed Hosting Platform
ADVERTISEMENT

ମେଡିକାଲ ଫାଣ୍ଡିରେ ଶବ

Facebook
Twitter
LinkedIn

ବଲାଙ୍ଗିର : ମୃତଦେହ ଛାଡି ସମ୍ପର୍କୀୟ ଫେରାର , ଖୋଜୁଛି ପୋଲିସ । ମେଡିକାଲ ଫାଣ୍ଡିରେ ଅଭିଯୋଗ କଲେ ଶବ ଆଣିଥିବା ଗାଡି ଡ୍ରାଇଭର । ଅଭିଯୋଗ ପରେ ଗାଡି ସହ ମୃତଦେହ ଫାଣ୍ଡିକୁ ଆଣିଲା ପୋଲିସ । ମୃତ ମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା । ମହିଳାଙ୍କୁ କିଛି ଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ମୃତ୍ୟୁ ପରେ ଜଣେ ସମ୍ପର୍କୀୟ ବେଲେରୋରେ ଆଣିଥିଲେ । ଭଡା ଟଙ୍କା ଆଣିବାକୁ ଯାଉଛି କହି ମେଡିକାଲ ପାଖରେ ଛାଡି ଚମ୍ପଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login