The Ultimate Managed Hosting Platform
ADVERTISEMENT

ଏନଏସି ମାନ୍ୟତା ଦାବିରେ ସୁବଳୟାରେ ବନ୍ଦ ଡାକରା

Facebook
Twitter
LinkedIn

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା , ଦୋକାନ ବଜାର ବନ୍ଦ । ଏନଏସି ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସୁବଳୟାରେ ଦୋକାନ ବଜାର, ସରକାରୀଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ ରୁ ସଂଧ୍ୟା ୬ ପର୍ୟ୍ୟନ୍ତ ୧୨ ଘଂଟିଆ ସୁବଳୟା ବନ୍ଦ ପାଳନ କରାଯିବ । ଦାବି ପୁରଣ ନହେଲେ ଆଗକୁ ଯୋରଦାର ଆନ୍ଦୋଳନର ଧମକ ଦେଇଛନ୍ତି ସୁବଳୟାବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login