The Ultimate Managed Hosting Platform
ADVERTISEMENT

ବସରେ ଲାଗିଲା ନିଆଁ

Facebook
Twitter
LinkedIn

ପିପିଲି : ପିପିଲି ଟୋଲ ପ୍ଲାଜା ନିକଟରେ ବସରେ ନିଆଁ । ହୁତୁହୁତୁ ହୋଇ ଜଳିଗଲା ବସ । ତେବେ ବଲଟିର ପଛରେ ଲାଗି ଯାଇଥିଲା ନିଆଁ । ବସ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି ବସ । ଏହି ବସଟି ପୁରୀରୁ ଜାମସେଦପୁର ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ରାଜ୍ୟ ବାହାର ଘରୋଇ ବସ ବୋଲି ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login