କୋରାପୁଟ : ଓଡ଼ିଶାର ୨୦ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାମନ୍ତ୍ରୀ । ଭିସି ଜରିଆରେ କୋରାପୁଟ ଓ ଜୟପୁର ରେଳଷ୍ଟେସନର ଭିତ୍ତି ପ୍ରସ୍ତର ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ୫୫୩ ଷ୍ଟେସନର ନବୀକରଣ କାର୍ୟ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଭିସି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତମାମ ୨ ହଜାରରୁ ଅଧିକ ରେଳ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି।
Views: 85











