The Ultimate Managed Hosting Platform
ADVERTISEMENT

୨୯ ଯାଏଁ ଲାଗି ରହିବ କୋହଲା ପାଗ

Facebook
Twitter
LinkedIn

ଭୁବନେଶ୍ବର: ରାଜ୍ୟରେ ଲାଗିରହିଛି କୋହଲା ପାଗ । କୋହଲା ପାଗ ସାଙ୍ଗକୁ ହେଉଛି ଝିପିଝିପି ବର୍ଷା । ଓଡ଼ିଶାର ସବୁଠି ଏଭଳି ପାଗ ଜାରି ରହିଛି । ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏକ ନିମ୍ନଚାପରେଖା ଛତିଶଗଡରୁ ବାହାରି କର୍ଣ୍ଣାଟକ ପର୍ୟ୍ୟନ୍ତ ଲମ୍ବିଛି । ଏହାସହ ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ଦୁଇଟି ନିମ୍ନଚାପରେଖା ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login