ନୂଆଦିଲ୍ଲୀ : ବିହାର କଇମୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୯ ମୃତ । ଡିଭାଇଡର ପାର ହୋଇ କଣ୍ଟେନରକୁ ଧକ୍କା ଦେଲା ଦ୍ରୁତଗାମୀ କାର । କାରଟି ଶଶାରାମରୁ ବାରଣାସୀ ଯିବା ବେଳେ ମୋହନିଆରେ ଦୁର୍ଘଟଣା । କାରଟି ବାଇକକୁ ପିଟି ଡିଭାଇଡର ଟପି କଣ୍ଟେନରରେ ପିଟି ହେଲା ।
Views: 60