ଭୁବନ : ଦମକଳବାହିନୀ କେନ୍ଦ୍ରରେ ପଶିଲା ଭାଲୁ। ଖାଦ୍ୟ ଅନ୍ଵେଷଣରେ ସହର ମୁହାଁ ଭାଲୁ। ଭୁବନ ବନାଞ୍ଚଳ ଅନ ଦମକଳବାହିନୀ କେନ୍ଦ୍ରରେ ପଶିଛି ଭାଲୁ । ଗତକାଲୀ ବିଳମ୍ବିତ ରାତ୍ରିରେ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଦମକଳବାହିନୀ କେନ୍ଦ୍ରରେ ପସିଥିଲା। ଭାଲୁଟିକୁ ଦେଖ୍ ଦମକଳବାହିନୀ କର୍ମଚାରୀ ଆତଙ୍କିତ ହୋଇଥିବା ଜଣାପଡିଛି। ତେବେ ପୂର୍ବରୁ କିଛି ଦିନ ତଳେ ଭୁବନ ସହରରେ ଭାଲୁ ଆସିଥିବାର ନଜିର ଥିଲା ।
Views: 72