The Ultimate Managed Hosting Platform
ADVERTISEMENT

ବ୍ୟାଙ୍କ ଲକରରୁ ସୁନା ଚୋରୀ ମାମଲାରେ ନିଲମ୍ବିତ ହେଲେ ଆଇଆଇସି

Facebook
Twitter
LinkedIn

କୋରାପୁଟ: ବ୍ୟାଙ୍କ ଲକରରୁ ସୁନା ଚୋରୀ ଅମାମଲାରେ ନିଲମ୍ବିତ ହେଲେ ଆଇଆଇସିିି । ନିଲମ୍ବିତ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନାର ଆଇଆଇସି ରଞ୍ଜିତ ସାହୁ । ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଶାଖାର ଲକରରୁ ସୁନା ଚୋରୀ ଘଟଣାର ତଦନ୍ତ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୋଲିସ୍ ଡିଜି ସୁନୀଲ ବଂଶାଲ । ଏ ନେଇ ସୂନା ଦେିଛନ୍ତି କୋରାପୁଟ ଏସପି ବରୁଣ କୁଣ୍ଠପାଲ । ତେବେ ନିଜେ ପୋଲିସ ଡିଜି ଆଇଆଇସି ରଞ୍ଜିତଙ୍କୁ ନିଲମ୍ବନ କରିଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login