ପୁରୀ : ଚଳିତ ଥର ଦୁଇ ଦିନ ଅନୁଷ୍ଠିତ ହେବ ସୁନାବେଶ । ଅର୍ଥାତ୍ ସିଂହଦ୍ଵାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ନାହିଁ । ବାହୁଡା ଯାତ୍ରାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡ଼ିବୋ ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ରଥଯାତ୍ରା ଦିନ ପଡୁଛି ନେତ୍ରୋତ୍ସବ ଓ ଉଭାଯାତ୍ରା। ଜୁଲାଇ ୧୫ରେ ହେବ ବାହୁଡ଼ା ଯାତ୍ରା । ପ୍ରାୟ ପ୍ରତିବର୍ଷ ବାହୁଡ଼ା ରଥ ଉପରେ ସୁନାବେଶ ହୋଇଥାଏ। ସେହିପରି ନଭେମ୍ବର ୧୨ରୁ ଆରମ୍ଭ ହେବ ପଞ୍ଚୁକ । ଏଥର ୪ ଦିନ ପଡ଼ଛୁ ପଞ୍ଚକ। ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରାକୁ ସର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୱେବ୍ ସାଇଟରେ ଅପଲୋଡ଼ କରାଯାଇଛି। ପଞ୍ଜିକାର ଓ ବରିଷ୍ଠ ପଣ୍ଡିତ ସେବାୟତ ଙ୍କ ଉପସ୍ଥିତି ରେ ଶ୍ରୀ ମନ୍ଦିର ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ଲାଗି ଚୂଡାନ୍ତ ତାଲିକା ପ୍ରକାଶ ପାଇଛି।
ଏଥର ମହାପ୍ରଭୁଙ୍କ ସୁନାବେଶ ୨ ଦିନ, ପଞ୍ଚୁକ ୪ ଦିନ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







