The Ultimate Managed Hosting Platform
ADVERTISEMENT

ଚାକିରି ନାଁରେ ଚୂନ; ୩ ଗିରଫ

Facebook
Twitter
LinkedIn

ବ୍ରହ୍ମପୁର : ବିଦେଶରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବିଶାଖାପାଟଣାରୁ ୩ ଗିରଫ । ଗିରଫ ସହ ୯୨ଟି ପାସପୋର୍ଟ ଓ ଭିସା ଜବତ କଲା ବ୍ରହ୍ମପୁର ପୋଲିସ । ଚାକିରି କରାଇଦେବାକୁ କହି ଜଣଙ୍କ ପିଛା ୫୦ ହଜାର ନେଉଥିଲେ । ଖଲ୍ଲିକୋଟର ଜଣେ ଯୁବକଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login