The Ultimate Managed Hosting Platform
ADVERTISEMENT

ପ୍ରାଣୀ ଚିକିତ୍ସକଙ୍କ ଆନେ୍ଦାଳନ ସ୍ଥଗିତ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରାଣୀ ଚିକିତ୍ସକଙ୍କ ଆନେ୍ଦାଳନ ସ୍ଥଗିତ । ସରକାରଙ୍କ ପ୍ରତିଶ୍ରୁତି ପରେ ଆନେ୍ଦାଳନକୁ ସ୍ଥଗିତ ରଖିଲେ । ଏନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ଜଗନ୍ନାଥ ପରିଡ଼ା ଓ ସାଧାରଣ ସମ୍ପାଦକ ଡାକ୍ତର ଶଙ୍କର୍ଷଣ ମାହୁନ୍ତ ସୂଚନା ଦେଇଛନ୍ତି। ଉଭୟେ କହିଛନ୍ତି, ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଜି ସକାରାତ୍ମକ ଆଲୋଚନା ହୋଇଛି। ପର୍ୟ୍ୟାୟକ୍ରମେ ସମସ୍ତ ଦାବି ଖୁବ ଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login