The Ultimate Managed Hosting Platform
ADVERTISEMENT

ପିକଅପ ଭ୍ୟାନ ଓଲଟି ୫ ଆହତ

Facebook
Twitter
LinkedIn

ସମ୍ବଲପୁର : ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ । ଦୁର୍ଘଟଣାର ୫ ଜଣ ଆହତ ହୋଇଛନ୍ତି । ଯୁଯୁମରା ଥାନା ହାତୀବାରୀ ନିକଟରେ ଓଲଟି ପଡିଲା ପିକଅପ ଭ୍ୟାନ । ୫ ଆହତଙ୍କୁ ସଦର ହସ୍ପିଟାଲରେ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର । ୨୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ବେଳେ ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login