ପୁରୀ : ରେଳ ମନ୍ତ୍ରୀଙ୍କ ଘୋଷଣା । ପୁରୀରୁ ଅଯୋଧ୍ୟାକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ ଶୁଭାରମ୍ଭ । ପୁରୀ ମିଟିଂ ରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ରେଳମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ କହିଲେ ।
Views: 101