The Ultimate Managed Hosting Platform
ADVERTISEMENT

ସିନ୍ଧି କରି ବ୍ୟାଙ୍କ ଭିତରେ ପଶି ଲୁଟ

Facebook
Twitter
LinkedIn

ଉଦଳା: ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ କରିବାକୁ ଆସିଲେ। ବ୍ୟାଙ୍କ କାନ୍ଥ ସିନ୍ଧି କରି ବ୍ୟାଙ୍କ ଭିତରେ ପଶିଲେ ହେଲେ ଲୁଟି ନ ପାରି ଅଧାରୁ ଚାଲିଗଲେ। କପ୍ତିପଦା ଥାନା ଶାଳଚୁଆ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଘଟିଛି ଏଭଳି ଘଟଣା। ସକାଳୁ ବ୍ୟାଙ୍କ କାନ୍ଥରେ ସିନ୍ଧି ହୋଇଥିବା ବ୍ୟାଙ୍କ କର୍ମଚାରୀ ଦେଖିବାକୁ ପାଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ସଟର ଖୋଲିଥିଲେ। ସଟର ଖୋଲିବା ପରେ ସାମ୍ନାକୁ ଆସିଥିଲା ଲୁଟେରାଙ୍କ କାରସାଦି। ଲୁଟେରାମାନେ ବ୍ୟାଙ୍କ ପଛପାଖ କାନ୍ଥ ସିନ୍ଧି କରି ବ୍ୟାଙ୍କରେ ପଶିବା ପରେ ସିସିଟିଭି ଭାଙ୍ଗିଛନ୍ତି। ଏହା ପରେ ଲୁଟେରାମାନେ ଷ୍ଟ୍ରଙ୍ଗରୁମ ଚାବି ଭାଙ୍ଗିଥିଲେ ସୁଦ୍ଧା ଷ୍ଟ୍ରଙ୍ଗ ରୁମ ଖୋଲି ନପାରି ଫେରି ଯାଇଥିବା ପୋଲିସ ଜାଣିବାକୁ ପାଇଛି। ବାରିପଦାରୁ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

ADVERTISEMENT
“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

Login