The Ultimate Managed Hosting Platform
ADVERTISEMENT

ଅପରାଜିତାଙ୍କ ରିପୋର୍ଟ କାର୍ଡ

Facebook
Twitter
LinkedIn

ଭୁବନେଶ୍ୱର : ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ । ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ଦେଲେ । ୮୮ ପ୍ରତିଶତ ଜନଶୁଣାଣି ଅଭିଯୋଗର ସମାଧାନ ହୋଇଛି କହିଲେ । ସଂସଦୀୟ କ୍ଷେତ୍ରରେ ସୈାର ଚାଳିତ ଆଲୋକୀକରଣ ବ୍ୟବସ୍ଥା । ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ ହୋଇଛି । ମେଣ୍ଢାଶାଳରେ ଅବରୋଧ ହଟାଇ ୩୦୦ ଏକର ଜମିକୁ ଜଳ ଯୋଗାଣ ବ୍ୟବସ୍ଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login