ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ । ବିଭିନ୍ନ ଦାବିରେ ଚାଷୀଙ୍କ ଦିଲ୍ଲୀ ଚଲୋ ଆନେ୍ଦାଳନ । ୨୫୦୦ ଟ୍ରାକ୍ଟର ସହ ଦିଲ୍ଲୀ ଅଭିମୁଖେ ଚାଷୀ । ଚାଷୀଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି କଟକଣା । ସମସ୍ତ ବର୍ଡର ସିଲ ସହ ଇଣ୍ଟରନେଟ ସେବା ବନ୍ଦ । ମାର୍ଚ୍ଚ ୧୨ ଯୀଏଁ ଦିଲ୍ଲୀରେ ବଡ ଧରଣର ସମାବେଶ ଉପରେ ରୋକ ।
Views: 74