ବ୍ୟୁରୋ : ବାପା-ମା ସବୁବେଳେ ଚାହାନ୍ତି ଯେ ତାଙ୍କ ପିଲା ସବୁବେଳେ ସୁସ୍ଥ ରହୁ । ଶାରିରୀକ ଏବଂ ମାନସିକ ସ୍ତରରେ ସେମାନେ ସୁସ୍ଥ ରୁହନ୍ତୁ । ପିଲାମାନଙ୍କ ଶରୀର ଏବଂ ଦିଗାମର ବିକାଶ ପାଇଁ ସେମାନଙ୍କର ଡାଇଟ ଭଲ ହେବା ଜରୁରୀ । ପିଲାମାନଙ୍କ ସୁସ୍ଥ ଶରୀର ସେମାନଙ୍କ ଖାଦ୍ୟ ଶୈଳୀ ଉପରେ ନିର୍ଭର କରେ । ତେଣୁ ଆପଣ ନିଜ ପିଲାଙ୍କୁ ସକାଳୁ ଖାଲି ପେଟରେ କିଛି ଖାଇବାକୁ ଦେବା ଉଚିତ ।
ବାଦାମ- ପିଲାଙ୍କୁ ସବୁବେଳେ ଫିଟ ରଖିବା ପାଇଁ ଭରପୂର ପୋଷଣ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଉଚିତ । ପିଲାଙ୍କୁ ସକାଳୁ ଖାଲି ପେଟରେ ବାଦାମ ଖାଇବାକୁ ଦେବା ଉଚିତ । ଏହା ଦ୍ୱାରା ଶରୀର ମଜବୁତ ହୋଇଥାଏ ।
ସେଓ- ସେଓକୁ ପ୍ରତ୍ୟେକ ଦିନ ସକାଳୁ ସମସ୍ତ ପିଲା ଖାଇବା ଉଚିତ୍ । ଏହା ପିଲାଙ୍କ ଆଖି ପାଇଁ ଭଲ ହୋଇଥାଏ । ସେଓରେ କ୍ୟାଲସିୟମ , ଆଇରନ ଏବଂ ଜିଙ୍କ ରହିଛି ।
ଉଷୁମ ପାଣି- ସକାଳୁ ଉଠିବା ପରେ ଉଷୁମ ପାଣି ପିଇବା ଉଚିତ୍ । ଏହି ପାଣି ପିଇବା ଦ୍ୱାରା ଅନେକ ରୋଗ ନାଶ ହୋଇଥାଏ । ଆପଣଙ୍କ ପିଲା ଭିତରୁ ପୁରା ଫିଟ ରହିବ ।
କଦଳୀ- ଖାଲି ପେଟରେ ପ୍ରତ୍ୟେକ ଦିନ କଦଳୀ ଖାଇବା ଉଚିତ । ପେଟର ସମସ୍ତ ସମସ୍ୟାକୁ ଦୁରେଇ ରଖିବ କଦଳୀ । କମଜୋର ପିଲାଙ୍କ ପାଇଁ ଏହା ଫାଇଦା ହୋଇଥାଏ ।
ଡାଲି –ଡାଲିରେ ଅନେକ ମାତ୍ରାରେ ପ୍ରୋଟିନ ରହିଥାଏ । ଡାଲି ପାଣିରେ ଆପଣ ପ୍ରୋଟିନ ପାଇପାରିବେ ।ଓଜନ କମ କରିବାରେ ଏହା ମଧ୍ୟ ଫାଇଦା ଦେଇଥାଏ ।
ଖାଲିପେଟରେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଏହି ୫ଟି ଜିନିଷ , ରୋଗଠୁ ରହିବେ ଦୂରରେ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







