The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ମାଆ, ଝିଅ ମୃତ

Facebook
Twitter
LinkedIn

ଅନୁଗୁଳ: ସଡକ ଦୁର୍ଘଟଣାରେ ମାଆ, ଝିଅ ମୃତ । ଆଉ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ତାଙ୍କ ମାଆ । ଆଠଗଡ ଅଭିମୁଖେ କାରରେ ଯିବା ବେଳେ ଖଣ୍ଡହତା ନିକଟରେ ଦୁର୍ଘଟଣା । ଅନୁଗୁଳ ଆସୁଥିବା ଆଉ ଏକ କାର ଧକ୍କା ଦେଇଥିଲା । ଡ୍ରାଇଭର ଫେରାର ଥିବା ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login