The Ultimate Managed Hosting Platform
ADVERTISEMENT

ଆଜି ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି

Facebook
Twitter
LinkedIn

ଭୁବନେଶ୍ୱର : ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଆଜିଠୁ ୧୫ ତାରିଖ ଯାଏଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ୨୭ ତାରିଖ ସକାଳ ୯ଟାରୁ ୪ଟା ଭୋଟ ଗ୍ରହଣ । ୫ଟାରୁ ଗଣତି ଆରମ୍ଭ । ଓଡିଶାର ୩ ରାଜ୍ୟସଭା ସିଟ ପାଇଁ ହେବ ନିର୍ବାଚନ । ଦେଶର ୧୫ ଟି ରାଜ୍ୟର ୫୭ ସଦସ୍ୟଙ୍କ ପାଇଁ ହେବ ନିର୍ବାଚନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login