ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଛାଡପତ୍ର । ସୋସିଆଲ ମିଡିଆ ଏଳ୍ସରେ ନିଜ ବିବାହ ବିଛେଦ ସମ୍ପର୍କରେ ସୂଚନା ଦେଲେ ଅନୁଭବ । ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ଛାଡପତ୍ର ହୋଇଥିବା ଲେଖିଛନ୍ତି । ୧୦ ବର୍ଷ ଧରି ମିଛ ବିବାହ ବନ୍ଧନରେ ଥିଲି । ହୃଦୟହୀନ ସମ୍ପର୍କ ଓ କଷ୍ଟଦାୟକ ବର୍ଷ ଥିଲା । ଆଜି ଅନୁଭବ-ବର୍ଷାଙ୍କ ବିବାହକୁ ପୁରିଛି ୧୦ ବର୍ଷ ।
Views: 78