The Ultimate Managed Hosting Platform
ADVERTISEMENT

ରେଳବାଇ କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀର ପୁଣି ମାତିଲେ ଲୁଟେରା । ମଂଚେଶ୍ୱର ଥାନା ଭୋଟପଡାରୁ ଲୁଟ୍ ହୋଇଛି । ଜଣେ ରେଲୱେ କର୍ମଚାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ । ଘରର କବାଟ ଭାଙ୍ଗି ପଶିଥିଲେ ଦୁର୍ବୃତ । ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମଂଚେଶ୍ୱର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login