The Ultimate Managed Hosting Platform
ADVERTISEMENT

ନିଦେ୍ର୍ଦାଷକୁ ସଜା ଦେଲେ -ପରୀ ମା

Facebook
Twitter
LinkedIn

ନୟାଗଡ : କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ । ଜମାରୁ ଖୁସି ନୁହେଁ , ଆମକୁ ଆଦୈା ନ୍ୟାୟ ମିଳିନି । ଗୋଟିଏ ନିଦେ୍ର୍ଦାଷକୁ ଧରି ସଜା ଦେଇଦେଲେ । ମୋ ଛୁଆକୁ ମାରି ଦେଲେ ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ । ବାବୁଲି ନାଏକ ମୋ ଛୁଆକୁ ମାରିଛି , ଅରୁଣ ସାହୁଙ୍କ ହାତ ଅଛି । ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି । ଆମ ପାଖରେ ସମ୍ବଳ ନାହିଁ , କେବଳ ଧର୍ମରେ ଅଛୁ । ଯଦି ସୁଯୋଗ ମିଳେ ତେବେ ସ୍ୱର ଉଠାଇବୁ କହିଲେ ପରୀର ମାଆ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login