The Ultimate Managed Hosting Platform
ADVERTISEMENT

ଭାଙ୍ଗିଲା ଆଖଣ୍ଡଳମଣୀ ପୋଖରୀ ପାଚେରୀ

Facebook
Twitter
LinkedIn

ଚାନ୍ଦବାଲି : ଆରଡି ଆଖଣ୍ଡଳମଣୀ ପୀଠ ପୋଖରୀ ପାଚେରୀ ଭାଙ୍ଗିଲା । ଆଖଣ୍ଡଳମଣୀ ପୀଠ ସାମ୍ନା ଶିବଗଙ୍ଗା ପୋଖରୀ ପାଚେରୀ ଭାଙ୍ଗିଲା । ୪୦ ଫୁଟ ଯାଏଁ ଡ୍ରେନ ସହ ସୁରକ୍ଷା ପାଚେରୀ ଭାଙ୍ଗି ଧସି ଯାଇଛି । ପାଚେରୀ ଧସି ଯିବାରୁ ପୋଖରୀ ପାଖ ରାସ୍ତାରେ ଫାଠ ସୃଷ୍ଟି ହୋଇଛି । ରାତିରେ ପାଚେରୀ ଧସିଯିବାରୁ ବଡ ଧରଣର ବିପଦ ଟଳିଛି । ଶିବଗଙ୍ଗା ପୁଷ୍କରିଣୀ ଶୁଖାଯାଇ କାମ ଜାରି ରହିଛି । ଏହି କାମ ସମୟରେ ଉକ୍ତ ଡ୍ରେନ ଓ ପାଚେରୀ କଡରୁ ମାଟି ଖୋଳି ନେବାରୁ ଡ୍ରେନ ସହ ପାଚେରୀ ଧସିଥିବା କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login