The Ultimate Managed Hosting Platform
ADVERTISEMENT

ରାୟଗଡାରେ ଅଜଣା ରୋଗ , ୩ ଦିନରେ ୪ ଜଣଙ୍କ ମୃତ୍ୟୁ

Facebook
Twitter
LinkedIn

ରାୟଗଡା : ଅଜଣା ରୋଗରେ ୩ ଦିନରେ ୪ ଜଣଙ୍କ ମୃତ୍ୟୁ । କାଶୀପୁର କୁଚେଇପଦର ପଞ୍ଚାୟତ କେ.କୋରଳ ଗାଁରେ ଆତଙ୍କ । ଆଉ ୪ ଅସୁସ୍ଥ ମେଡିକାଲରେ ଭର୍ତ୍ତି । ଗାଁରେ ପହଁଚିନି ମେଡିକାଲ ଟିମ୍ । ପେଟ ବଥା ସହ ଶରୀର ଥଣ୍ଡା ହେବା ଭଳି ଲକ୍ଷଣ ଦେଖାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login