The Ultimate Managed Hosting Platform
ADVERTISEMENT

କେନାଲରେ ଜେଇଙ୍କ ମୃତଦେହ

Facebook
Twitter
LinkedIn

ଧର୍ମଗଡ : ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ ଜେଇଙ୍କ ମୃତଦେହ । ଜେଇ ଭବାନୀଶଙ୍କର ମହନ୍ତଙ୍କ ମୃତଦେହ କେନାଲ ଭିତରେ ଠାବ । କାଲି ସନ୍ଧ୍ୟାରୁ ଜୟପାଟଣା ଥାନାରେ ନିଖୋଜ ଏତଲା ହୋଇଥଲା । ଥାନାରେ ଏତଲା କରିଥିଲେ ଉଠା ଜଳସେଚନ ପ୍ରକଳ୍ପର ଏସଡିଓ । ଜେଇଙ୍କ ବାଇକ କେନାଲ ପାଖରୁ ଉଦ୍ଧାର । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login