The Ultimate Managed Hosting Platform
ADVERTISEMENT

୪ ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ !

Facebook
Twitter
LinkedIn

ମୋହନା : ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ହତ୍ୟାକାରୀ ପ୍ରେମିକକୁ ପିପିଲିରୁ ଗିରଫ କଲା ମୋହନା ପୋଲିସ । ୨୦୨୦ରେ ଯୁବରାଜ ଚାନ୍ଦିଙ୍କୁ ହତ୍ୟା ମାମଲାରେ ଗିରଫ କଲା ପୋଲିସ । ଯୁବରାଜଙ୍କ ପତ୍ନୀଙ୍କ ସହ ପ୍ରେମ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଥିଲା । ପତ୍ନୀ ଓ ପ୍ରେମିକ ମିଶି ଯୁବକରାଜଙ୍କୁ ମୁନିଗୁଡାରେ ମାର୍ ଅଡବାରେ ଫିଙ୍ଗିଥିଲେ । ଘଟଣା ପରେ ଯୁବରାଜଙ୍କ ପତ୍ନୀ ଓ ଜଣେ ସହ ଯୋଗୀ ଗିରଫ ହୋଇଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସେହିଦିନ ଠାରୁ ଫେରାର ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login