ଭଦ୍ରକ : ପଛକୁ ପଛ ପିଟିହେଲା ୩ ଗାଡି । ଟ୍ରଲର ଧକ୍କାରେ ଲାଇନ ମ୍ୟାନ ମୃତ । ମୃତକ ହେଲେ ଭଣ୍ଡାରିପୋଖରୀ ଥାନା ପାଳଦା ଗାଁର ରାଜକିଶୋର ସାହୁ । ଭଦ୍ରକ ଜିଲ୍ଲା ୧୬ ନମ୍ବଲ ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଛି ।
Views: 104











