The Ultimate Managed Hosting Platform
ADVERTISEMENT

ଜେଲ ଗଲେ ହେମନ୍ତ ସୋରେନ

Facebook
Twitter
LinkedIn

ରାଞ୍ଚି : ଜେଲ ଗଲେ ହେମନ୍ତ ସୋରେନ । ଜେଲ ଗଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଗଲା । ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି । ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି । ମନି ଲଣ୍ଡିରିଂ ମାମଲାରେ କାଲି ହେମନ୍ତଙ୍କୁ ଗିରଫ କରିଥିଲା ଇଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login