The Ultimate Managed Hosting Platform
ADVERTISEMENT

ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରୀ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରୀା କଳରାହାଙ୍ଗ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ଲୁଟ ହୋଇଛି । ୫୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୁତ୍ତ । ଘରେ କେହି ନ ଥିବା ସୁଯୋଗ ନେଇ ବୁଲାଇଲେ କଳାକନା । ଆପାର୍ଟମଣ୍ଟେରେ ସମସ୍ତ ଲୁଟେରା ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ।ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login