The Ultimate Managed Hosting Platform
ADVERTISEMENT

୯ରୁ ବିଜେପିର ଗାଁକୁ ଚାଲ ଅଭିଯାନ : ଗୋଲକ ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ଗ୍ରାମୀଣ ଭୋଟ ହାତେଇବା ପାଇଁ ବିଜେପିର ସ୍ୱତନ୍ତ୍ର ରଣନୀତି । ଫେବ୍ରୁଆରୀ ୯ରୁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବ ବିଜେପି । ଫେବ୍ରୁଆରୀ ୯ରୁ ୧୧ ତାରିଖ ଯାଏଁ ୩ ଦିନ ଚାଲିବ ଅଭିଯାନ । ଓଡିଶାର ୧ କାଟେି ପରିବାର ପାଖରେ ପହଁଚିବାକୁ ଦଳର ଲକ୍ଷ୍ୟ । କେନ୍ଦ୍ର ଦେଉଥିବା ସହାୟତା ବାବରେ ଲୋକଙ୍କୁ ସଚେତନ କରାଯିବ । ସୂଚନା ଦେଲେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login