କଟକ : ଦରଖାପାଟଣା ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି । ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଚୋରି । ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଚୋରି କରିଥିବା ଅଭିଯୋଗ । ମନ୍ଦିରର ଦ୍ୱାର ଖୋଲାଯାଇଥିବା ସକାଳୁ ଦେଖିବାକୁ ପାଇଥିଲେ ପୂଜକ । ଏହା ପରେ ମା’ଙ୍କ ମୁକୁଟ ଚୋରି ହୋଇଥିବା ପୂଜକ ଦେଖିଥିଲେ । ଥାନାରେ ଚୋରି ନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 39