The Ultimate Managed Hosting Platform
ADVERTISEMENT

ଓଲଟିଲା ପିଆଜ ବୋଝେଇ ଟ୍ରକ, ଡ୍ରାଇଭର ମୃତ

Facebook
Twitter
LinkedIn

କଳାବାଡ଼ିଆ: ଓଲଟିଲା ପିଆଜ ବୋଝେଇ ଟ୍ରକ । ରକ୍ତ ଶୋଶୁଛି ଦୁଆରଶୁଣି ଘାଟି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଦୁଆରଶୁଣି ଘାଟିରେ ଦୁର୍ଘଟଣା କମିବାର ନାମ ନେଉ ନାହିଁ। ଗତ ୧୮ ତାରିଖରେ ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ମାଇକ ବୋଝେଇ ଟ୍ରକ୍ ଓଲଟି ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ପୁଣି ଘାଟିରେ ନାସିକରୁ କଲିକତା ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଚାଳକ ଚାପି ହୋଇ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ହେଲପର ଆହତ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login