The Ultimate Managed Hosting Platform
ADVERTISEMENT

ଇସ୍ତଫା ଦେଲେ ନୀତୀଶ

Facebook
Twitter
LinkedIn

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ । ବିଜେପି ସହ ମିଶି ସରକାର ଗଙ୍ଘିବେ ନୀତୀଶ କୁମାର । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ନୀତୀଶ । ଆଉ କିଛି ସମୟ ପରେ ନୀତୀଶ ଘରେ ଏନଡିଏ ବୈଠକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login