The Ultimate Managed Hosting Platform
ADVERTISEMENT

ପୁଣି ଆଜିଠୁ ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା

Facebook
Twitter
LinkedIn

କୋଲକାତା: ପୁଣି ଆଜିଠୁ ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା । ଦୁଇଦିନର ବ୍ରେକ ପରେ ଆଜିଠାରୁ ପିଣି ଆରମ୍ଭ ହେବାକୁ ଯାଉଛି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆରମ୍ଭ ହେବ ଏହି ଯାତ୍ରା । ଗତ ଜାନୁଆରୀ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିବା ଯାତ୍ରା ପଶ୍ଚିମବଙ୍ଗରେ ଦୁଇ ଦିନ ପାଇଁ ବନ୍ଦ ଥିଲା । ଭାରତ ଯୋଡ଼ ନ୍ୟାୟ ଯାତ୍ରା ୧୨ ଦିନ ଧରି ମଣିପୁର, ମେଘାଳୟ, ଆସାମ ଓ ଅରୁଣାଚଳ ପ୍ରଦେଶ ଅତିକ୍ରମ କରିବା ପରେ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login