The Ultimate Managed Hosting Platform
ADVERTISEMENT

ୟୁପିରେ କଂଗ୍ରେସକୁ ୧୧ ଆସନ ଦେଲା ଏସପି

Facebook
Twitter
LinkedIn

ନୂଆଦିଲ୍ଲୀ : ୟୁପିରେ ଆସନ ବୁଝାମଣା ନେଇ ଅଖିଳେଶ ଯାଦବଙ୍କ ସୂଚନା । ୟୁପିରେ ୧୧ଟି ଆସନରେ ନିର୍ବାଚନ ଲଢିବ କଂଗ୍ରେସ । ଟ୍ୱିଟ କରି ସୂଚନା ଦେଲେ ସପା ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି କି, କଂଗ୍ରେସ ସହ ୧୧ ଟି ମଜବୁତ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟ ହେବାକୁ ଯାଉଛି । ଇଣ୍ଡିଆ ମେଣ୍ଟ ଓ ପିଡିଏ ମେଣ୍ଟ ର ରଣନୀତି ଇତିହାସ ବଦଳାଇଦେବ ବୋଲି ସେ କହିଛନ୍ତି । କିଛିଦିନ ତଳେ ସୂତ୍ର ସୂଚନା ମୁତାବକ ଉତ୍ତର ପ୍ରଦେଶର ୮୦ ଆସନ ମଧ୍ୟରୁ କଂଗ୍ରେସ ୨୩ ଟି ଆସନରେ ନିର୍ବାଚନ ଲଢିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login