The Ultimate Managed Hosting Platform
ADVERTISEMENT

ସାଧାରଣତନ୍ତ୍ର ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

Facebook
Twitter
LinkedIn

ପୁରୀ : ଆଜି ହେଉଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଏ ନେଇ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ସାରା ଦେଶ ଆଜି ଆନ୍ଦ ଉଲ୍ଲାସରେ ସାଧାରଣତନ୍ତ୍ର ଦିବସକୁ ପାଳନ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login