ନୂଆଦିଲ୍ଲୀ : ରାହୁଲଙ୍କ ନାଁରେ ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆସାମ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସାଧାରଣ ଲୋକଙ୍କୁ ଉସୁକେଇବା ଭଳି ଭାଷଣ ନେଇ ମାମଲା ନିର୍ଦ୍ଦେଶ। ଗୈାହାଟି ନିକଟରେ ଲୋକଙ୍କୁ ଭଡକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ। ଗୈାହାଟି ପ୍ରବେଶ ଅନୁମତି ନ ଦେବାରୁ ଉତ୍ତେଜକ ଭାଷଣ ଦେଇଥିଲେ। ବ୍ୟାରିକେଡ ଭାଙ୍ଗିବାକୁ କର୍ମୀଙ୍କୁ ରାହୁଲ କହୁଥିବା ଅଭିଯୋଗ। ରାହୁଲ ଗାନ୍ଧି ଓ ଜିତେନ୍ଦ୍ର ସିଂ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ।
Views: 94











