ବୈାଦ୍ଧ: ବୈାଦ୍ଧରେ ପୁଣି ପୋଲିସ-ମାଓବାଦୀ ଗୁଳି ବିନିମୟ। ବୈାଦ୍ଧ-କନ୍ଧମାଳ ସୀମାନ୍ତ ନଳୀଚମ୍ଫା ଜଙ୍ଗଲରେ ଗୁଳି ବିନିମୟ। ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ। ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ , ଛତ୍ରଭଙ୍ଗ ଦେଲେ ୨୫ରୁ ୩୦ ମାଓବାଦୀ। ଲ୍ୟାଣ୍ଡ ମାଇନ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ।
Views: 87











