The Ultimate Managed Hosting Platform
ADVERTISEMENT

ଚୀନରେ ଭୂସ୍ଖଳନ, ମାଟିତଳେ ଅନେକ ଲୋକ

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନରେ ଭୂସ୍ଖଳନ। ଚୀନର ୟୁନାନ ଅଞ୍ଚଳରେ ସୋମବାର ସକାଳେ ଭୂସ୍ଖଳନ। ଏହି ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଟି ତଳୁ ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪୭ରୁ ଅଧିକ ଲୋକ ମାଟିତଳେ ପୋତି ହୋଇଛନ୍ତି। ସୂଚନା ଅନୁଯାୟୀ, ୧୩ଟି ଘର ମାଟି ତଳେ ପୋତି ହୋଇ ଯାଇଛି। ଚୀନ ମିଡିଆର ସିସିଟିଭି ଫୁଟେଜ ମୁତାବକ ୨୦୦ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login