The Ultimate Managed Hosting Platform
ADVERTISEMENT

ମାହଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ-ଗୋଲକ

Facebook
Twitter
LinkedIn

ଭୁବନେଶ୍ୱର : କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେଡିକୁ ବିଜେପିର ଜବାବ। ମାହଲମାଣ୍ଡା କିଏ ବିଜେଡି ଉତ୍ତର ଦେଉ କହିଲେ ଗୋଲକ ମହାପାତ୍ର। ରାଜ୍ୟରେ ମାହଲମାଣ୍ଡା ଓ ଫେକ ସରକାର ଚାଲିଛି। ଫେକ ଲୋକଙ୍କ ନାଁ ମେରିଟ ଲିଷ୍ଟରେ ଫେକ ନେତା ଶାସନରେ ବସିଛନ୍ତି। ଏହି ମାହଲମାଣ୍ଡା ସରକାର ଯୋଗୁଁ ଯୁବକ ଯୁବତୀ ଚାକିରିରୁ ବଞ୍ଚିତ। ଏହି ଯୁବକ ଯୁବତୀମାନେ ଫେକ୍ ସରକାରକୁ ଓପାଡି ଫିଙ୍ଗିବେ। ଅନଲାଇନ ପରୀକ୍ଷା ଏକ ସଂସ୍ଥା କରେ , ରେଜଲ୍ଟ ରାଜ୍ୟ ସରକାର ପ୍ରକାଶ କରନ୍ତି। କାହାକୁ ନିଯକ୍ତ ଦିଆଯିବ ସେ ନିଷ୍ପତ୍ତି ସରକାରଙ୍କର , ସଂସ୍ଥାର ନୁହେଁ। ନିଜ ଦୋଷ ନ ମାନି ଅନ୍ୟ ଉପରେ କାଦୁଅ ଫୋପାଡିବାର ମାନେ କଣ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login