ଭୁବନେଶ୍ୱର : ନିର୍ବାଚନରେ କଂଗ୍ରେସ ଟିକେଟ ପାଇଁ ଟଙ୍କା କାରବାର ପ୍ରସଙ୍ଗ। ଏ ନେଇ ସତର୍କ ରହିବାକୁ ଓଡିଶା ପିସିସି ପକ୍ଷରୁ ପରାମର୍ଶ ସୂଚକ ଚିଠି। ସବୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ରାଜ୍ୟ ସାମ୍ମୁଖ୍ୟ ମୁଖ୍ୟଙ୍କୁ ଚିଠି। ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଏଆଇସିସି ପକ୍ଷରୁ ଘୋଷଣା କରାଯିବ। ଆଶାୟୀଙ୍କ ଠାରୁ ଅର୍ଥ ଆଦାୟ କରାଯାଉଥିବା ଖବର ନଜରକୁ ଆସିଛି। ଏଭଳି ମିଥ୍ୟା ସମ୍ବାଦରେ ପ୍ରଭାବିତ ନ ହେବାକୁ ପିସିସି ପକ୍ଷରୁ ପରାମର୍ଶ ।
Views: 87











