ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ। ଲିଙ୍ଗରାଜ ମନ୍ଦିରରେ ସ୍ୱଚ୍ଛ ତୀର୍ଥ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ। ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ସାଂସଦ ଅପରାଜିତା ଷଡଙ୍ଗୀ। କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସାଂପ୍ରତିକ ଗଭର୍ଣ୍ଣାନ୍ସକୁ ନାପସନ୍ଦ କଲେ। ରାଜ୍ୟରେ ପରିପକ୍ୱ ଗଭର୍ଣ୍ଣାନ୍ସ ମଡେଲ ଦିଶୁନାହିଁ। ଗଭର୍ଣ୍ଣାନ୍ସ ପାଇଁ ପରିପକ୍ୱତା ଲୋଡା, ଯାହା ଏଠି ଦିଶୁନାହିଁ। ଉଦାହରଣରେ ଅର୍ପଣ ରଥ, ନିଯୁକ୍ତି ଦୁର୍ନୀତି , ଆମସର ଆକ୍ଟ କଥା କହିଲେ। ଯିଏ ସରକାରଙ୍କୁ ଆଡଭାଇସ ଦେଉଛନ୍ତି ତାଙ୍କୁ ପଦରୁ କାଢିଦେବା ଉଚିତ୍।
Views: 111











