The Ultimate Managed Hosting Platform
ADVERTISEMENT

ପାକର ପାଲଟା ଜବାବ

Facebook
Twitter
LinkedIn

ନୂଆଦିଲ୍ଲୀ : ଇରାନକୁ ପାଲଟା ଜବାବ ଦେଲା ପାକିସ୍ତାନ । ଇରାନର ଆତଙ୍କୀ ଠିକଣା ଉପରେ ପାକର ଆକ୍ରମଣ । ଇରାନ-ପାକିସ୍ତାନ ସୀମାରେ ଏୟାରଷ୍ଟ୍ରାଇକ ସହ ଡ୍ରୋନ ଆକ୍ରମଣ । ବାଲୁଚିସ୍ତାନରେ ଏୟାରଷ୍ଟ୍ରାଇକ ସହ ଡ୍ରୋନ ଆକ୍ରମଣ କରିଥିଲା ଇରାନ । ଇରାନର ୭ଟି ଆତଙ୍କବାଦୀ ଆଡ୍ଡା ଉପରେ କରିଛି ମିସାଇଲ ଆକ୍ରମଣ । ପାକ ମିଡିଆ ସୂଚନା ଅନୁସାରେ ଇରାନର ବଲୁଚିସ୍ତାନ ଲିବରେସନ ଆର୍ମିକୁ ପାକ ସେନା ଟାର୍ଗେଟ କରିଛି । ତେବେ ପାକିସ୍ତାନର ଏୟାରଷ୍ଟ୍ରାଇକ ନେଇ ଦୁଇ ଦେଶ ସରକାରୀ ଭାବେ କୈାଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ମଙ୍ଗଳବାର ବଲୁଚିସ୍ତାନରେ ଏୟାରଷ୍ଟ୍ରାଇକ କରିଥିଲା ଇରାନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login