ଅହମଦାବାଦ : ପାକିସ୍ତାନ ଉପରେ ଇରାନର ମିଜାଇଲ ଓ ଡ୍ରୋନ ଆକ୍ରମଣ । ଜୈଶ ଅଲ-ଅଦଲ ଆତଙ୍କୀ ସଂଗଠନକୁ ଟାର୍ଗେଟ୍ କରି ଆକ୍ରମଣ । ଇରାନର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିବାରୁ ମିଜାଇଲ ମାଡ । ବଲୋଚିସ୍ତାନରେ ଥିବା ସଂଗଠନର ମୁଖ୍ୟାଳୟ ଉପରେ ଆକ୍ରମଣ । ଆକ୍ରମଣକୁ ନିନ୍ଦା କରିବା ସହ ଇରାନକୁ ପାକିସ୍ତାନର ଚେତାବନୀ । ସାର୍ବଭୈାମତ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବନି କହିଲା ପାକିସ୍ତାନ ।
Views: 96











