The Ultimate Managed Hosting Platform
ADVERTISEMENT

ରାସ୍ତାକଡରେ ଯୁବକଙ୍କ କ୍ଷତାକ୍ତ ମୃତଦେହ

Facebook
Twitter
LinkedIn

ଖୋର୍ଦ୍ଧା : ରାସ୍ତାକଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ପୁବୁ ସାହି ପେଟ୍ରୋଲ ପମ୍ପ ନିକଟରୁ ମୃତଦେହ ଉଦ୍ଧାର । ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନେ୍ଦହ । ମୃତଦେହ ଜବତ କରି ଟାଉନ ଥାନା ପୋଲିସର ତଦନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login