ଚାନ୍ଦବାଲି : ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଧାମରା ସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କଲେ ସମାଜସେବୀ । ଶିଶୁ କନ୍ୟା ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । କିଏ କେଉଁ ପରିସ୍ଥିତିରେ ନବଜାତ ଶିଶୁକନ୍ୟାକୁ ଛାଡିଲେ ଜଣାପଡିନି । ଶିଶୁଟିର କାନ୍ଦ ଶୁଣି ଜଣେ ସମାଜସେବୀ ସେଠାରେ ପହଁଚିଥିଲେ । ସମାଜସେବୀ ସୁମନ୍ତ ମହାନ୍ତି ଶିଶୁ କନ୍ୟାକୁ ଉଦ୍ଧାର କରି ଧାମରା ମେଡିକାଲରେ ଭର୍ତ୍ତି କରିଥିଲେ ।
Views: 92











