ବଲାଙ୍ଗିର : ବଲାଙ୍ଗିରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ । ଦେଓଜ୍ଞାଁର ଖବରଗୁଡା ବଡଖଳାରେ ପହଞ୍ଚିଲା ଶୋଭାଯାତ୍ରା । ସେପଟେ କୁମୁରିଆର ସାନଖଳାରେ ମଧ୍ୟ ପହଁଚିଲା ଶୋଭାଯାତ୍ରା । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଗଲେ ଆଦିବାସୀ ଲୋକେ । କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁବଳୀ ପଡିବ ସମ୍ଭାବନା । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।
Views: 90











